Bali Jatra 2024 : ଅସୀମାଙ୍କୁ ଷ୍ଟେଜରୁ ଓହ୍ଲାଇଦେଲା ପୋଲିସ | Ollywood Singer Aseema Panda |Odisha Reporter
Advertisment
ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା ପୁଲିସ। ସମୟ କଟକଣାକୁ ନେଇ ଗୀତ ଅଧାରୁ ଷ୍ଟେଜରୁ ଅସୀମାଙ୍କୁ ଓହ୍ଲାଇ ଦେଲା ପୁଲିସ । ଅଧାରୁ ଗୀତ ବନ୍ଦ ହେବାରୁ ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us