Advertisment

ସଂପନ୍ନ ହେଲା ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ

ଅପେକ୍ଷାର ହେଲା ଅନ୍ତ। ପହଞ୍ଚିଲା ସେହି ଦିବ୍ୟ ମୁହୂର୍ତ୍ତ। ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମ।

author-image
Manoj Swain

ବିରାଜିଲେ ପ୍ରଭୁ ଶ୍ରୀରାମ। ଅପେକ୍ଷାର ହେଲା ଅନ୍ତ। ପହଞ୍ଚିଲା ସେହି ଦିବ୍ୟ ମୁହୂର୍ତ୍ତ। ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମ। ସଂପନ୍ନ ହେଲା ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ।

Advertisment
Ayodhya Ram Mandir Ayodhya