କାହିଁକି ଅନ୍ଧାର ରୁହେ ଅଣସର ଘର ? | Anasara Secret Rituals of Lord Jagannath | Puri | Odisha Reporter
ଅଣସରରେ ଶ୍ରୀଜିଉ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ମହାପ୍ରଭୁ ଜ୍ଵର ରୋଗରେ ପୀଡ଼ିତ ଅଛନ୍ତି । ମହାପ୍ରଭୁଙ୍କୁ ସୁସ୍ଥ କରିବା ଲାଗି ଅଣସର ପିଣ୍ଡିରେ କରାଯାଉଛି ଗୁପ୍ତ ସେବା। ମହାପ୍ରଭୁଙ୍କ ଅଣସର ଘର ଅନ୍ଧାର ରୁହେ । ତେବେ କାହିଁକି ରୁହେ ଅନ୍ଧାର ଏନେଇ ଶୁଣନ୍ତୁ କଣ କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
