Advertisment

କାହିଁକି ଅନ୍ଧାର ରୁହେ ଅଣସର ଘର ?

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ମହାପ୍ରଭୁ ଜ୍ଵର ରୋଗରେ ପୀଡ଼ିତ ଅଛନ୍ତି ।

ଅଦ୍ୟତନ ହୋଇଛି
Advertisment

ଅଣସରରେ ଶ୍ରୀଜିଉ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ମହାପ୍ରଭୁ ଜ୍ଵର ରୋଗରେ ପୀଡ଼ିତ ଅଛନ୍ତି । ମହାପ୍ରଭୁଙ୍କୁ ସୁସ୍ଥ କରିବା ଲାଗି ଅଣସର ପିଣ୍ଡିରେ କରାଯାଉଛି ଗୁପ୍ତ ସେବା। ମହାପ୍ରଭୁଙ୍କ ଅଣସର ଘର ଅନ୍ଧାର ରୁହେ । ତେବେ କାହିଁକି ରୁହେ ଅନ୍ଧାର ଏନେଇ ଶୁଣନ୍ତୁ କଣ କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର।

Advertisment
Odisha Ratha Yatra Puri Shreemandir Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe