Advertisment

ଇତିହାସରେ ବିରଳ ହେବ ଏବର୍ଷର ରଥଯାତ୍ରା; ୭ ତାରିଖରେ ପଡୁଛି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା

ଗୋଟିଏ ଦିନରେ କେମିତି ସଂପାଦିତ ହେବ ତିନି ତିନିଟି ବଡ଼ ନୀତିକାନ୍ତି ? ନବଯୌବନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିହେବ ନା ନାହିଁ ? କେତେବେଳେ ଟଣା ହେବେ ତିନି ରଥ ?

author-image
Manoj Swain

ଇତିହାସରେ ବିରଳ ହେବ ଏବର୍ଷର ରଥଯାତ୍ରା। କାରଣ ଗୋଟିଏ ଦିନରେ ପଡୁଛି ମହାପ୍ରଭୁଙ୍କର ତିନି ତିନିଟି ବଡ଼ ନୀତି। ଅର୍ଥାତ୍ ଜୁଲାଇ ୭ ତାରିଖରେ ପଡୁଛି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା। ତା’ହେଲେ ଗୋଟିଏ ଦିନରେ କେମିତି ସଂପାଦିତ ହେବ ତିନି ତିନିଟି ବଡ଼ ନୀତିକାନ୍ତି? ନବଯୌବନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିହେବ ନା ନାହିଁ? କେତେବେଳେ ଟଣା ହେବେ ତିନି ରଥ? ତିନି ରଥ ସେ ଦିନ ଗୁଣ୍ଡିଚା ମନ୍ଦିରରେ ଲାଗିବ ନା ତା’ ପରଦିନ ପୁଣି ଟଣାଯିବ? ଏସବୁ ପ୍ରଶ୍ନକୁ ନେଇ ଭକ୍ତ, ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ମନରେ ଉପୁଜିଛି ସନ୍ଦେହ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ratha Yatra Puri Shreemandir Odisha