Advertisment

‘ପାଇଖାନା କରିଛ ଦେଉଳ ଭିତରକୁ ଗନ୍ଧ ଆସିଲାଣି’

ପାଇଖାନାକୁ ନେଇ କିଛି ଏମିତି କହିଲେ ଜଣେ ସେବାୟତ।

Advertisment

ପାଇଖାନା କରିଛ ଦେଉଳ ଭିତରକୁ ଗନ୍ଧ ଆସିଲାଣି ବୋଲି କହିଛନ୍ତି ଶ୍ରୀମନ୍ଦିରର ଜଣେ ସେବାୟତ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ହେବାକୁ ଯାଉଥିବା ବେଳେ କିଛି ଏଭଳି କହିଲେ ଶ୍ରୀମନ୍ଦିର ସେବାୟତ। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ ୧୭ ତାରିଖରେ ଉଦଘାଟନ ହେବ।

Advertisment
Puri Shreemandir Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe