Cake
Advertisment
/odisha-reporter/media/post_attachments/uploadimage/library/16_9/16_9_0/Cake_1718457123.jpg)
1/6
ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ପରିସରରେ ଆୟୋଜିତ ରଜ ଉତ୍ସବରେ ବିକ୍ରି ପାଇଁ ରଖାଯାଇଥିବା ପିଠା।
2/6
ରବୀନ୍ଦ୍ର ମଣ୍ଡପ ପରିସରରେ ଆୟୋଜିତ ରଜ ଉତ୍ସବରେ ଦୋଳିର ମଜା ନେଉଛନ୍ତି ଜଣେ ମହିଳା ଓ କୁନି ଝିଅ।
3/6
ରବୀନ୍ଦ୍ର ମଣ୍ଡପ ପରିସରରେ ଆୟୋଜିତ ରଜ ଉତ୍ସବ ପାଳନ ଅବସରରେ ଜଣେ ମହିଳା ଦୋଳିରେ ବସିବାର ମଜା ନେଉଛନ୍ତି।
4/6
ରଜ ଦୋଳିର ମଜା।
5/6
ରବୀନ୍ଦ୍ର ମଣ୍ଡପ ପରିସରରେ ରଜ ଉତ୍ସବ ପାଳନ ଅବସରରେ ଜଣେ ମହିଳା ଝୋଟି ପକାଉଛନ୍ତି।
6/6
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us