ଦୋଳି ଖେଳିଲେ କୁଆଁରୀ... | Odisha Reporter
ଆନନ୍ଦ ଓ ଉତ୍ସାହର ପର୍ବ ରଜ ଉତ୍ସବ । ରଜ ଉତ୍ସବର ଆଜି ଅନ୍ତିମ ଦିନ । ଆଜି ଭୂମି ଦହନ। ଆସନ୍ତାକାଲି ହେବ ବସୁମତୀ ସ୍ନାନ। ତିନି ଦିନ ଧରି ପାଳନ ହେଉଥିବା ଏହି ଗଣପର୍ବକୁ ଆହୁରି ସ୍ମରଣୀୟ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ଦେଖନ୍ତୁ କେନ୍ଦ୍ରାପଡ଼ାରେ ଚାଲିଛି ରଜ ଉତ୍ସବ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
