Advertisment

ଆନନ୍ଦ ଓ ଉତ୍ସାହର ପର୍ବ ରଜ ଉତ୍ସବ

ରଜ ଉତ୍ସବର ଆଜି ଅନ୍ତିମ ଦିନ ​​​​​​​। ଆସନ୍ତାକାଲି ହେବ ବସୁମତୀ ସ୍ନାନ। ତିନି ଦିନ ଧରି ପାଳନ ହେଉଥିବା ଏହି ଗଣପର୍ବକୁ ଆହୁରି ସ୍ମରଣୀୟ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।

Advertisment

ଆନନ୍ଦ ଓ ଉତ୍ସାହର ପର୍ବ ରଜ ଉତ୍ସବ । ରଜ ଉତ୍ସବର ଆଜି ଅନ୍ତିମ ଦିନ । ଆଜି ଭୂମି ଦହନ। ଆସନ୍ତାକାଲି ହେବ ବସୁମତୀ ସ୍ନାନ। ତିନି ଦିନ ଧରି ପାଳନ ହେଉଥିବା ଏହି ଗଣପର୍ବକୁ ଆହୁରି ସ୍ମରଣୀୟ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ଦେଖନ୍ତୁ କେନ୍ଦ୍ରାପଡ଼ାରେ ଚାଲିଛି ରଜ ଉତ୍ସବ...

Advertisment
Kendrapada Odisha Raja Festival
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe