Advertisment

ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମ

ସଂପନ୍ନ ହେଲା ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ।

author-image
Manoj Swain

ଅପେକ୍ଷାର ହେଲା ଅନ୍ତ। ପହଞ୍ଚିଲା ସେହି ଦିବ୍ୟ ମୁହୂର୍ତ୍ତ। ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମ। ସଂପନ୍ନ ହେଲା ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ।

Advertisment
Ayodhya Ram Mandir