ରାମଙ୍କ ପାଦରେ ପୁଷ୍ପଅର୍ଘ୍ୟ ଦେଲେ ପ୍ରଧାନମନ୍ତ୍ରୀ | Odisha Reporter
Advertisment
ଅପେକ୍ଷାର ହେଲା ଅନ୍ତ। ପହଞ୍ଚିଲା ସେହି ଦିବ୍ୟ ମୁହୂର୍ତ୍ତ। ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମ। ସଂପନ୍ନ ହେଲା ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us