Advertisment

ରାମ ମନ୍ଦିର ସଂଘର୍ଷର ପୁରା କାହାଣୀ

ରାମ ମନ୍ଦିର ପାଇଁ ସେହି 76 ଥର ଯୁଦ୍ଧ। ସଂଘର୍ଷ ଓ ବଳିଦାନ ପରେ ଆଜି ବିରାଜମାନ ସ୍ୱୟଂ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ।

author-image
Manoj Swain
ଅଦ୍ୟତନ ହୋଇଛି

ଇତିହାସର ସେହି 5ଶହ ବର୍ଷ। ଉଜୁଡିଯାଇଥିବା ଅଯୋଧ୍ୟାର ପୁନଃ ନିର୍ମାଣ। ସଲାର ମସହୁଦଙ୍କ ମନ୍ଦିର ଭଗ୍ନ। ବାବ୍ରୀଙ୍କ ନିର୍ଦ୍ଦେଶରେ ମନ୍ଦିରର ଧ୍ୱଂସ। ରାମ ମନ୍ଦିର ପାଇଁ ସେହି 76 ଥର ଯୁଦ୍ଧ। ସଂଘର୍ଷ ଓ ବଳିଦାନ ପରେ ଆଜି ବିରାଜମାନ ସ୍ୱୟଂ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ। କରସେବକଙ୍କ କଣ୍ଟକିତ ଐତିହ୍ୟ। ଶୁଣନ୍ତୁ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପାଳ ମହାପାତ୍ରଙ୍କ ଠାରୁ ରାମ ମନ୍ଦିର ସଂଘର୍ଷର ପୂରା କାହାଣୀ।

Advertisment
Ayodhya Ram Mandir