ରାମ ମନ୍ଦିର ନିର୍ମାଣ ପଛର ଇତିହାସ

 ବିରାଜିଲେ ପ୍ରଭୁ ଶ୍ରୀରାମ। ଅପେକ୍ଷାର ହେଲା ଅନ୍ତ। ପହଞ୍ଚିଲା ସେହି ଦିବ୍ୟ ମୁହୂର୍ତ୍ତ। ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମ।

Manoj Swain
  • Published: Monday, 22 January 2024
  • Updated: 22 January 2024, 03:48 PM IST

ବିରାଜିଲେ ପ୍ରଭୁ ଶ୍ରୀରାମ। ଅପେକ୍ଷାର ହେଲା ଅନ୍ତ। ପହଞ୍ଚିଲା ସେହି ଦିବ୍ୟ ମୁହୂର୍ତ୍ତ। ସଂପନ୍ନ ହେଲା ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। ଜନ୍ମମାଟିକୁ ଫେରିଲେ ଶ୍ରୀରାମ। ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନରେ ପଡ଼ିଲା ପୂର୍ଣ୍ଣାହୂତି। କଡ ଲେଉଟାଇଲା ଇତିହାସ, ଜିତିଲା ବିଶ୍ୱାସ। ହିନ୍ଦୁ ଧର୍ମର ହେଲା ବିଜୟ। ମନ୍ଦିରରେ ବିରାଜିଲେ ପ୍ରଭୁ ଶ୍ରୀରାମ। ବର୍ଷ ବର୍ଷର ତପ, ନିଷ୍ଠା ଓ ପରିଶ୍ରମରର ଫଳ ସନାତନ ଧର୍ମକୁ ମିଳିଛି। ଆଜି ଯେଉଁ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ ହୋଇଛି ଏହା ପଛରେ ଏକ ଛାତି ଥରା କାହାଣୀ ରହିଛି। ସଂଘର୍ଷପୂର୍ଣ୍ଣ କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos