Advertisment

ରାମ ମନ୍ଦିର ନିର୍ମାଣ ପଛର ଇତିହାସ

ବିରାଜିଲେ ପ୍ରଭୁ ଶ୍ରୀରାମ। ଅପେକ୍ଷାର ହେଲା ଅନ୍ତ। ପହଞ୍ଚିଲା ସେହି ଦିବ୍ୟ ମୁହୂର୍ତ୍ତ। ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମ।

author-image
Manoj Swain
ଅଦ୍ୟତନ ହୋଇଛି

ବିରାଜିଲେ ପ୍ରଭୁ ଶ୍ରୀରାମ। ଅପେକ୍ଷାର ହେଲା ଅନ୍ତ। ପହଞ୍ଚିଲା ସେହି ଦିବ୍ୟ ମୁହୂର୍ତ୍ତ। ସଂପନ୍ନ ହେଲା ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। ଜନ୍ମମାଟିକୁ ଫେରିଲେ ଶ୍ରୀରାମ। ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନରେ ପଡ଼ିଲା ପୂର୍ଣ୍ଣାହୂତି। କଡ ଲେଉଟାଇଲା ଇତିହାସ, ଜିତିଲା ବିଶ୍ୱାସ। ହିନ୍ଦୁ ଧର୍ମର ହେଲା ବିଜୟ। ମନ୍ଦିରରେ ବିରାଜିଲେ ପ୍ରଭୁ ଶ୍ରୀରାମ। ବର୍ଷ ବର୍ଷର ତପ, ନିଷ୍ଠା ଓ ପରିଶ୍ରମରର ଫଳ ସନାତନ ଧର୍ମକୁ ମିଳିଛି। ଆଜି ଯେଉଁ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ ହୋଇଛି ଏହା ପଛରେ ଏକ ଛାତି ଥରା କାହାଣୀ ରହିଛି। ସଂଘର୍ଷପୂର୍ଣ୍ଣ କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ayodhya Ram Mandir