Advertisment

'ରାମଲଲା ଆଉ ଟେଣ୍ଟରେ ରହିବେ ନାହିଁ'

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ।

author-image
Manoj Swain

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। କହିଲେ, ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ପ୍ରଭୁ ରାମ ଆସିଗଲେ । ଆମ ରାମଲଲା ଆଉ ଟେଣ୍ଟରେ ରହିବେ ନାହିଁ। ରାମଲଲା ଏଣିକି ଦିବ୍ୟ ମନ୍ଦିରରେ ରହିବେ।

Advertisment
Narendra Modi Ayodhya Ram Mandir