ଅଯୋଧ୍ୟାରେ ଆଜି ବିରାଜିବେ ପ୍ରଭୁ ଶ୍ରୀରାମ

ଆଜି ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଆଉ ଏଥିପାଇଁ ଚଳଚଞ୍ଚଳ ପୂରା ଅଯୋଧ୍ୟା ନଗରୀ।

Manoj Swain
  • Published: Monday, 22 January 2024
  • Updated: 22 January 2024, 11:18 AM IST

Sports

Latest News

ରାମମୟ ସାରା ଦେଶ। ଆଜି ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଆଉ ଏଥିପାଇଁ ଚଳଚଞ୍ଚଳ ପୂରା ଅଯୋଧ୍ୟା ନଗରୀ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସବୁଠି ଭକ୍ତିମୟ ପରିବେଶ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos