Advertisment

ସବୁ ସେଇ କାଳିଆ ପାଇଁ

ଆଜି ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ।

Advertisment

ଆଜି ରତ୍ନବେଦୀ ଛାଡ଼ି ଭାଇଭଉଣୀଙ୍କ ସହ ଜନ୍ମବେଦୀ ଅଭିମୁଖେ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଆଉ ସେହି ସମୟର ସାକ୍ଷୀ ହେବାକୁ, ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ। ନାଚ ଗୀତରେ କମ୍ପୁଛି ବଡ଼ଦାଣ୍ଡ। ସତରେ କି ସୁନ୍ଦର ଦୃଶ୍ୟ। ଆପଣ ବି ଦେଖନ୍ତୁ। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe