Advertisment

ସିଂହଦ୍ୱାରରେ ତାଳଧ୍ୱଜ ଓ ଦର୍ପଦଳନ

ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପଦଳନ ରଥ । ପଛେ ପଛେ ଆସୁଛନ୍ତି କାଳିଆ ସାଆନ୍ତ । ହୁଳହୁଳି ଓ ଘଣ୍ଟଘଣ୍ଟା ନାଦରେ କମ୍ପୁଛି ବଡ଼ଦାଣ୍ତ ।

author-image
Manoj Swain

Odisha