ଯାତ୍ରା କେଉଁଠୁ ଆରମ୍ଭ ହୋଇଥିଲା ? | Odisha Reporter
ଆଜି ବିଶ୍ୱନିୟନ୍ତାଙ୍କ ବାହୁଡ଼ା ଯାତ୍ରା। ଶରଧାବାଲିରେ ଶ୍ରୀଜିଉଙ୍କୁ ଅପେକ୍ଷା କରିଛି ତିନି ରଥ । ଏହି ଅବସରରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି, ମହାପ୍ରଭୁଙ୍କ କଥା ଦେବାତାଙ୍କୁ ବି ଅଜଣା । ଛାର ଏ ମଣିଷ ବା ଜାଣିବ କେମିତି ? ଶୁଣନ୍ତୁ ଅଧିକ କ’ଣ କହୁଛନ୍ତି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
