Advertisment

ଯାତ୍ରା କେଉଁଠୁ ଆରମ୍ଭ ହୋଇଥିଲା ?

ବାହୁଡ଼ା ଯାତ୍ରା ଅବସରରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି, ମହାପ୍ରଭୁଙ୍କ କଥା ଦେବାତାଙ୍କୁ ବି ଅଜଣା । ଛାର ଏ ମଣିଷ ବା ଜାଣିବ କେମିତି ?

ଅଦ୍ୟତନ ହୋଇଛି
Advertisment

ଆଜି ବିଶ୍ୱନିୟନ୍ତାଙ୍କ ବାହୁଡ଼ା ଯାତ୍ରା। ଶରଧାବାଲିରେ ଶ୍ରୀଜିଉଙ୍କୁ ଅପେକ୍ଷା କରିଛି ତିନି ରଥ । ଏହି ଅବସରରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି, ମହାପ୍ରଭୁଙ୍କ କଥା ଦେବାତାଙ୍କୁ ବି ଅଜଣା । ଛାର ଏ ମଣିଷ ବା ଜାଣିବ କେମିତି ? ଶୁଣନ୍ତୁ ଅଧିକ କ’ଣ କହୁଛନ୍ତି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା...

Advertisment
Odisha Puri Puri Bahuda Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe