Advertisment

ମହାପ୍ରଭୁଙ୍କ ଦର୍ଶନ କରି ଭାବୁକ ହେଲେ ଶ୍ରଦ୍ଧାଳୁ

ସିଂହଦ୍ବାର ସାମନାରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

author-image
Manoj Swain

ନବଦିନାତ୍ମକ ଯାତ୍ରା ସାରି ଫେରିଲେ ମହାପ୍ରଭୁ। ଶାନ୍ତି ଶୃଙ୍ଖଳାର ସହ ପୁରୀରେ ଶେଷ ହୋଇଛି ଶ୍ରୀଜିଉଙ୍କର ଗୁଣ୍ଡିଚା ଯାତ୍ରା। ସିଂହଦ୍ବାର ସାମନାରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଦର୍ଶନ କରି ଭାବୁକ ହେଲେ ଶ୍ରଦ୍ଧାଳୁ ।

Advertisment
Odisha Puri Shreemandir Puri Bahuda Yatra