Advertisment

ରଥରେ ଚଢିଲେ ଅଣ ସେବାୟତ, ହାତ ଧରି ଟାଣି ଆଣିଲେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଦର୍ପଦଳନ ରଥରେ ଚଢ଼ିଥିଲେ ଅଣ ସେବାୟତ ।

Advertisment

ବାହୁଡ଼ା ଯାତ୍ରାରେ ରଥରେ ଚଢ଼ିଥିଲେ ଅଣ ସେବାୟତ । ସେହି ସମୟରେ ଅଣ ସେବାୟତଙ୍କ ହାତ ଧରି ଟାଣି ଆଣିଲେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଦେଖନ୍ତୁ ଭିଡିଓ...

Advertisment
Odisha Puri Shreemandir Puri Bahuda Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe