'ନବକଳେବର ବେଳେ ଆସିଥିଲି, ରଥଯାତ୍ରାରେ ମଧ୍ୟ ଆସିଛି' । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମରେ ବିଦେଶୀ ଶ୍ରଦ୍ଧାଳୁ। ସୁଦୁର ଆମେରିକାରୁ ଆସି ପୁରୀ ଠାରେ ପହଞ୍ଚିଛନ୍ତି ଶ୍ରଦ୍ଧାଳୁ। ତେବେ ଶୁଣନ୍ତୁ କଣ କହୁଛନ୍ତି।