Advertisment

ଆଡ଼ପ ପହଣ୍ଡି ବେଳେ କାହିଁକି ହେଲା ଏମିତି ଅଘଟଣ ?

ଗତକାଲି ପୁରୀ ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳରେ ପଡ଼ିଯାଇଥିଲେ ।

author-image
Manoj Swain
ଅଦ୍ୟତନ ହୋଇଛି

ଗତକାଲି ପୁରୀ ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳରେ ପଡ଼ିଯାଇଥିଲେ । ଏହାକୁ ନେଇ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି, ଦାୟିତ୍ୱହୀନତା ଯୋଗୁଁ ପଡିଗଲେ ବଡ଼ ଠାକୁର ଶ୍ରୀବଳଭଦ୍ର । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ...

Advertisment
Odisha Ratha Yatra Puri