ଅଦ୍ୟତନ ହୋଇଛି
ସତ କହିଦେଲେ ରଥଶର୍ମା, ସେବାୟତଙ୍କ ପାଇଁ..|| Pandit Suryanarayan Rathasharma || Taladhwaja Ratha || OR
Advertisment
ଗତକାଲି ପୁରୀ ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳରେ ପଡ଼ିଯାଇଥିଲେ । ଏହାକୁ ନେଇ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି, ଦାୟିତ୍ୱହୀନତା ଯୋଗୁଁ ପଡିଗଲେ ବଡ଼ ଠାକୁର ଶ୍ରୀବଳଭଦ୍ର । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us