Advertisment

ସେବାୟତ ବେଶରେ ରଥରେ ଚଢ଼ିଥିଲେ ଅଣସେବାୟତ

ଅଣସେବାୟତ କିଭଳି ରଥ ଉପରକୁ ଗଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ପ୍ରେମୀ।

author-image
Manoj Swain

ସେବାୟତ ବେଶରେ ରଥରେ ଚଢ଼ିଥିଲେ ଅଣସେବାୟତ । ପୁଣି ଶ୍ରୀଅଙ୍ଗକୁ ଛୁଇଁବା ସହ ଶ୍ରୀବିଗ୍ରହଙ୍କ ପାଖରେ ବସି ଫଟୋ ଓ ରିଲ କରି ନିଜ ସୋଶାଲ ମିଡିଆରେ ଅପଲୋଡ କରିଛନ୍ତି । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।  ଅଣସେବାୟତ କିଭଳି ରଥ ଉପରକୁ ଗଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ପ୍ରେମୀ।

Advertisment
Odisha