ରଥରେ ଚଢି ଶ୍ରୀଅଙ୍ଗ ଛୁଇଁଥିଲେ ଅଣସେବାୟତ ! | Odisha Reporter
Advertisment
ସେବାୟତ ବେଶରେ ରଥରେ ଚଢ଼ିଥିଲେ ଅଣସେବାୟତ । ପୁଣି ଶ୍ରୀଅଙ୍ଗକୁ ଛୁଇଁବା ସହ ଶ୍ରୀବିଗ୍ରହଙ୍କ ପାଖରେ ବସି ଫଟୋ ଓ ରିଲ କରି ନିଜ ସୋଶାଲ ମିଡିଆରେ ଅପଲୋଡ କରିଛନ୍ତି । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି । ଅଣସେବାୟତ କିଭଳି ରଥ ଉପରକୁ ଗଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ପ୍ରେମୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us