Advertisment

ରଥ ଟଣା ଆରମ୍ଭ

ଲକ୍ଷାଧିକ ଭକ୍ତ ରଥଟଣା ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Ratha being pull

Ratha being pull

ବଡ଼ଦାଣ୍ଡରେ ପ୍ରଥମେ ଗଡ଼ିଥିଲା ତାଳଧ୍ୱଜ। ଦିନ ୩ଟା ୪ ମିନିଟରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ପରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିଥିଲେ ଭକ୍ତ। ଶେଷରେ ଦିନ ୪ଟା ୪୦ରେ ଗଡ଼ିଥିଲା ନନ୍ଦିଘୋଷ ରଥ। ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ରଥ ଟାଣିଥିଲେ।

Advertisment

ରଥ ଟାଣିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଛି। ପ୍ରବଳ ଗୁଳୁଗୁଳି ସତ୍ତ୍ୱ ଠାକୁରଙ୍କ ରଥ ଭିଡ଼ିବାକୁ ସମସ୍ତଙ୍କ ଭିତରେ ଆଗ୍ରହ ଠେଲାପେଲା ପରିସ୍ଥିତି ସୃଷ୍ଟି କରିଛି। ତେବେ ଶୃଙ୍ଖଳିତ ରଥ ଟଣା ନିମନ୍ତେ ପୁଲିସ ପକ୍ଷରୁ  ବ୍ୟାପକ ପଦକ୍ଷେପ ନିଆଯାଇଛି।

Ratha Yatra Puri Puri Car Festival