ଅଦ୍ୟତନ ହୋଇଛି
Ratha being pull
Advertisment
ବଡ଼ଦାଣ୍ଡରେ ପ୍ରଥମେ ଗଡ଼ିଥିଲା ତାଳଧ୍ୱଜ। ଦିନ ୩ଟା ୪ ମିନିଟରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ପରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିଥିଲେ ଭକ୍ତ। ଶେଷରେ ଦିନ ୪ଟା ୪୦ରେ ଗଡ଼ିଥିଲା ନନ୍ଦିଘୋଷ ରଥ। ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ରଥ ଟାଣିଥିଲେ।
Advertisment
ରଥ ଟାଣିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଛି। ପ୍ରବଳ ଗୁଳୁଗୁଳି ସତ୍ତ୍ୱ ଠାକୁରଙ୍କ ରଥ ଭିଡ଼ିବାକୁ ସମସ୍ତଙ୍କ ଭିତରେ ଆଗ୍ରହ ଠେଲାପେଲା ପରିସ୍ଥିତି ସୃଷ୍ଟି କରିଛି। ତେବେ ଶୃଙ୍ଖଳିତ ରଥ ଟଣା ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us