Advertisment

ତୁଳସୀ କାଠିରେ କୁନି ରଥ

ବାଲୁକା ଶିଳ୍ପୀ ଗୋପାଳ ସାମଲ ତୁଳସୀ କାଠିରେ ନିର୍ମାଣ କଲେ କୁନି ରଥ।

author-image
Manoj Swain

ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ପଥ । ଏହି ଅବସରରେ ବାଲୁକା ଶିଳ୍ପୀ ଗୋପାଳ ସାମଲ ତୁଳସୀ କାଠିରେ ନିର୍ମାଣ କଲେ କୁନି ରଥ।

Advertisment
Ratha Yatra Puri Shreemandir