ନେତ୍ର ଦିଆ ଯାଇନଥିବାରୁ ଠାକୁର ପଡ଼ିଗଲେ କି ?| Odisha Reporter
Advertisment
ଚାରମାଳ ଉପରେ କାହିଁକି ପଡିଗଲେ ଭଗବାନ ଶେଷ ନାଗଙ୍କ ଅବତାର ଶ୍ରୀବଳଭଦ୍ର। ତାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ତେବେ ଏହାରି ଭିତରେ ଗୋଟିଏ ନୂଆ କଥା ସାମନାକୁ ଆସିଛି। ବରିଷ୍ଠ ସେବାୟତ ଏବଂ ନୂଆ ସେବାୟତଙ୍କ ତାଳମେଳ ନରହିବା, ମହାପ୍ରଭୁଙ୍କ ନେତ୍ର ନ ଖୋଲି ସେନାପଟା ଲାଗି ହେବା ଏବଂ ନୀତିରେ ଅନେକ ବିଭ୍ରାଟ ହୋଇଯାଇଥିବା କଥା ଚର୍ଚ୍ଚା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us