Advertisment

ଝୁଲିଝୁଲି ଆସୁଛି କାଳିଆ

ଝୁଲିଝୁଲି ଆସୁଛି କାଳିଆ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳର ଦୃଶ୍ୟ, ହୁଳହୁଳି, ହରିବୋଲ ଡାକରେ ସିଂହଦ୍ୱାର ଅଞ୍ଚଳ ପ୍ରକମ୍ପିତ।

author-image
Manoj Swain

ଝୁଲିଝୁଲି ଆସୁଛି କାଳିଆ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳର ଦୃଶ୍ୟ, ହୁଳହୁଳି, ହରିବୋଲ ଡାକରେ ବଡ଼ଦାଣ୍ଡ ପ୍ରକମ୍ପିତ। ବଡ଼ଦାଣ୍ଡରେ ବିଶ୍ବ ନିୟନ୍ତା। ଶେଷ ହୋଇଛି ପହଣ୍ଡି। ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି।

Advertisment
Ratha Yatra