ସୁଦାମା ଆସିଛି ଖୁଦ ନେଇ | Odisha Reporter
ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ପଥ । ରଥଯାତ୍ରା ଅବସରରେ ମହାପ୍ରଭୁଙ୍କୁ ଖୋଜି ଖୋଜି ବଡ଼ଦାଣ୍ଡରେ ପହଞ୍ଚିଛନ୍ତି ସୁଦାମା। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ 140 କିମି ଦୂରରୁ ପଦଯାତ୍ରା କରି ଆସିଛନ୍ତି ଭକ୍ତ ସୁଦାମା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
