Advertisment

ସୁଦାମା ଆସିଛି ଖୁଦ ନେଇ

ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ଅବସରରେ ମହାପ୍ରଭୁଙ୍କୁ ଖୋଜି ଖୋଜି ବଡ଼ଦାଣ୍ଡରେ ପହଞ୍ଚିଛନ୍ତି ସୁଦାମା।

Advertisment

ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ପଥ । ରଥଯାତ୍ରା ଅବସରରେ ମହାପ୍ରଭୁଙ୍କୁ ଖୋଜି ଖୋଜି ବଡ଼ଦାଣ୍ଡରେ ପହଞ୍ଚିଛନ୍ତି ସୁଦାମା। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ 140 କିମି ଦୂରରୁ ପଦଯାତ୍ରା କରି ଆସିଛନ୍ତି ଭକ୍ତ ସୁଦାମା।  

Advertisment
Odisha Ratha Yatra Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe