Advertisment

ଆଗେଇ ଚାଲିଛି ରଥ କାମ, ଦେଖନ୍ତୁ କିଛି ଫଟୋ

ରଥଖଳାରେ ତିନିରଥର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସହ ଧୂଳି ଦଣ୍ଡାରେ ପଦ୍ମ ଫୁଲ, ପଦ୍ମ କଢି ଖୋଦେଇ ଜାରି ରହିଛି। ଏଥିସହ ରଥର ପାର୍ଶ୍ଵ ଦେବାଦେବୀ, ସଖୀ, ଶିଖର ଡମ୍ବରୁ, ଓଲଟ ଶୁଆ, ଠେକେରା ବଡ଼ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ସହ ରଥର ଚକ ଏବଂ ଦଣ୍ଡାଗୁଡ଼ିକର ରଙ୍ଗ କାର୍ଯ୍ୟ ଆଗେଇ ଚାଲିଛି।

author-image
Jitendra Garnayak
Ratha

Ratha

Ratha Yatra