ଡାକ୍ତର ଫେରାଇଦେଲା, ଜଗା କୋଳେଇ ନେଲା | Odisha Reporter
ମା’ର ମାନସିକ ପୂରଣ କଲେ ପୁଅ। ଦଣ୍ଡ ମାରି ୭୦ କିଲୋମିଟର ଅତିକ୍ରମ କରି ବଡ଼ ଦାଣ୍ଡରେ ପହଞ୍ଚିଲେ। ମା’ କହେ ତାଙ୍କ ପୁଅକୁ ଭଲ କରି ଦେଇଥିଲେ କାଳିଆ ଠାକୁର। ଡାକ୍ତର ଫେରାଇ ଦେଇଥିଲେ, କିନ୍ତୁ କାଳିଆ ତାଙ୍କ ପୁଅକୁ କୋଳାଇ ନେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
