Advertisment

ମା’ର ମାନସିକ ପୂରଣ କଲା ପୁଅ, ଦଣ୍ଡ ମାରି ମାରି ପହଞ୍ଚିଲା ବଡ଼ଦାଣ୍ଡ

ଦୁଇ ମାସର ହୋଇଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତର ଫେରାଇ ଦେଇଥିଲେ। ମା’ ତାଙ୍କୁ ନେଇ ପହଞ୍ଚିଥିଲେ ଜଗାର ଦୁଆରେ।

Advertisment

ମା’ର ମାନସିକ ପୂରଣ କଲେ ପୁଅ। ଦଣ୍ଡ ମାରି ୭୦ କିଲୋମିଟର ଅତିକ୍ରମ କରି ବଡ଼ ଦାଣ୍ଡରେ ପହଞ୍ଚିଲେ। ମା’ କହେ ତାଙ୍କ ପୁଅକୁ ଭଲ କରି ଦେଇଥିଲେ କାଳିଆ ଠାକୁର। ଡାକ୍ତର ଫେରାଇ ଦେଇଥିଲେ, କିନ୍ତୁ କାଳିଆ ତାଙ୍କ ପୁଅକୁ କୋଳାଇ ନେଇଥିଲେ।  

Advertisment
Puri Ratha Yatra Ratha Yatra Shrimandira
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe