Advertisment

ଶ୍ରୀମନ୍ଦିର ସମ୍ମୁଖରେ ୩ ରଥ

ଆସନ୍ତାକାଲି ଘୋଷ ଯାତ୍ର ବା ଶ୍ରୀଗୁଣ୍ଡିଚା ଯାତ୍ରା। ତା’ପୂର୍ବରୁ ଆଜି ଆଜ୍ଞାମାଳ ବିଜେ ହେବା ପରେ ତିନି ରଥଙ୍କୁ ଶ୍ରୀମନ୍ଦିର ସମ୍ମୁଖକୁ ନିଆଯାଇଛି।

author-image
Jitendra Garnayak
Ratha

Ratha

Ratha Yatra