Ratha
Advertisment
/odisha-reporter/media/post_attachments/uploadimage/library/16_9/16_9_0/Ratha_1720270221.jpg)
1/6
ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରା। ଆଜି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚି ସାରିଛନ୍ତି ତିନି ରଥ।
/odisha-reporter/media/post_attachments/uploadimage/library/16_9/16_9_0/Ratha_1720271041.jpg)
2/6
ଶ୍ରୀମନ୍ଦିର ସମ୍ମୁଖରେ (ବାମରୁ) ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ
/odisha-reporter/media/post_attachments/uploadimage/library/16_9/16_9_0/Puri_Ratha_1720271197.jpg)
3/6
ଶ୍ରୀମନ୍ଦିରରୁ ରଥକୁ ଆଜ୍ଞାମାଳ ଯିବା ବେଳର ଦୃଶ୍ୟ
/odisha-reporter/media/post_attachments/uploadimage/library/16_9/16_9_0/Nandighos_1720271383.jpg)
4/6
ଶ୍ରୀମନ୍ଦିର ସମ୍ମୁଖକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ ନିଆଯିବା ବେଳର ଦୃଶ୍ୟ
/odisha-reporter/media/post_attachments/uploadimage/library/16_9/16_9_0/IMAGE_1720271795.jpg)
5/6
ଆଜ୍ଞାମାଳ ଆସିବା ପରେ ଶ୍ରୀମନ୍ଦିର ସମ୍ମୁଖକୁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ନିଆଯିବା ବେଳର ଦୃଶ୍ୟ
/odisha-reporter/media/post_attachments/uploadimage/library/16_9/16_9_0/Taladhwaja_1720271891.jpg)
6/6
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us