Advertisment

ରିକ୍ସାରେ କଟକ ବୁଲା

କଟକ ଦୁର୍ଗାପୂଜାରେ ରିକ୍ସାରେ ବସି ଦଶହରା ମେଢ ବୁଲିବାର ଅନୂଭୁତି ବେଶ ସ୍ବତନ୍ତ୍ର ।

author-image
Manoj Swain

ଦୁର୍ଗାପୂଜା ଆସିଲେ ଚଳଚଞ୍ଚଳ ହୋଇପଡେ କଟକ ସହର । ତେବେ କଟକ ଦୁର୍ଗାପୂଜାରେ ରିକ୍ସାରେ ବସି ଦଶହରା ମେଢ ବୁଲିବାର ଅନୂଭୁତି ବେଶ ସ୍ବତନ୍ତ୍ର ।

Advertisment
Odisha Cuttack Durga Puja