ଦୁର୍ଗାପୂଜା ଆସିଲେ ଚଳଚଞ୍ଚଳ ହୋଇପଡେ କଟକ ସହର । ତେବେ କଟକ ଦୁର୍ଗାପୂଜାରେ ରିକ୍ସାରେ ବସି ଦଶହରା ମେଢ ବୁଲିବାର ଅନୂଭୁତି ବେଶ ସ୍ବତନ୍ତ୍ର ।