ନବରାତ୍ରୀରେ କନ୍ୟା ପୂଜନ | Odisha Reporter
ରାଉରକେଲାରେ କନ୍ୟା ପୂଜନ ଉତ୍ସବ । ନବମୀ ଅବସରରେ ରାଉରକେଲାରେ କନ୍ୟା ପୂଜନ ଉତ୍ସବ । ତେବେ ଆଜି ନଅ ଜଣ କୁନି କୁନି ଝିଅ ପିଲାଙ୍କୁ ପୂଜା କରାଯାଉଛି । ବିଶ୍ୱାସ ରହିଛି ଯେ ନବମୀ ଦିନରେ କନ୍ୟା ପୂଜନ କଲେ ବହୁ ପୂଣ୍ୟ ମିଳିଥାଏ । ଦେଖନ୍ତୁ ରାଉରକେଲାରେ କିପରି ଆଡମ୍ବର ସହ କରାଯାଉଛି କନ୍ୟା ପୂଜନ ଉତ୍ସବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
