Advertisment

ନବରାତ୍ରୀରେ କନ୍ୟା ପୂଜନ

ରାଉରକେଲାରେ କନ୍ୟା ପୂଜନ ଉତ୍ସବ । ନବମୀ ଅବସରରେ ରାଉରକେଲାରେ କନ୍ୟା ପୂଜନ ଉତ୍ସବ ।

Advertisment

ରାଉରକେଲାରେ କନ୍ୟା ପୂଜନ ଉତ୍ସବ । ନବମୀ ଅବସରରେ ରାଉରକେଲାରେ କନ୍ୟା ପୂଜନ ଉତ୍ସବ । ତେବେ ଆଜି ନଅ ଜଣ କୁନି କୁନି ଝିଅ ପିଲାଙ୍କୁ ପୂଜା କରାଯାଉଛି । ବିଶ୍ୱାସ ରହିଛି ଯେ ନବମୀ ଦିନରେ କନ୍ୟା ପୂଜନ କଲେ ବହୁ ପୂଣ୍ୟ ମିଳିଥାଏ । ଦେଖନ୍ତୁ ରାଉରକେଲାରେ କିପରି ଆଡମ୍ବର ସହ କରାଯାଉଛି କନ୍ୟା ପୂଜନ ଉତ୍ସବ।

Advertisment
Odisha Rourkela Durga Puja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe