ବାଲେଶ୍ବରରୁ ବାଲିକୁ ଯାଉଥିଲେ ସାଧବପୁଅ | Odisha Reporter
ଉତ୍କଳୀୟ ନୌବାଣିଜ୍ୟରେ ବାଲେଶ୍ୱରର ଭୂମିକା ଅନ୍ୟତମ। ୧୫ଶହ ଖ୍ରୀଷ୍ଟାବ୍ଦ ବହୁ ପୂର୍ବରୁ ରସ୍ତାଘାଟ ନଥିବାରୁ ନୌବାଣିଜ୍ୟ ହିଁ ଥିଲା ଏକମାତ୍ର ବିକଳ୍ପ । ବାଲେଶ୍ୱର ମାଟିର ପୂର୍ବସୁରୀମାନେ ଉତ୍କଳୀୟ ନୈାବାଣିଜ୍ୟର ପ୍ରଗତିରେ ଅପୂର୍ବ ସାହସ ଓ କୌଶଳ ପ୍ରଦର୍ଶନ କରି ଓଡ଼ିଆ ଜାତିର ଇତିହାସକୁ ଋଦ୍ଧିମନ୍ତ କରାଇଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
