Advertisment

କାହିଁକି ପୁରୀ ଗଲାନି ଭକ୍ତଙ୍କ ଚାଉଳ ?

ପରିକ୍ରମା ପ୍ରକଳ୍ପ ପାଇଁ ବୁଲି ବୁଲି ସଂଗ୍ରହ ହୋଇଥିବା ଚାଉଳ ଓ ଗୁଆ ପୁରୀ ଗଲାନି।

author-image
Manoj Swain

ଗଞ୍ଜାମ ଜଗନ୍ନାଥ ମନ୍ଦିରରେ ପଡ଼ି ରହିଛି ଚାଉଳ। ପରିକ୍ରମା ପ୍ରକଳ୍ପ ପାଇଁ ବୁଲି ବୁଲି ସଂଗ୍ରହ ହୋଇଥିବା ଚାଉଳ ଓ ଗୁଆ ପୁରୀ ଗଲାନି। ଗଞ୍ଜାମ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରରେ ବି ବସ୍ତା ବନ୍ଧା ହୋଇ ପଡିରହିଛି ଅର୍ପଣ ରଥ ଦ୍ୱାରା ଗାଁ ଗାଁରୁ ସଂଗୃହୀତ ହୋଇ ଆସିଥିବା ଚାଉଳ।

Advertisment
Odisha Puri Shreemandir Srimandir Parikrama Project