‘ଦୁଃଖ ଲାଗୁଛି ଚାଉଳ ମନ୍ଦିରକୁ ଯାଇନି’ | Odisha Reporter
କାହିଁକି ପୁରୀ ଗଲାନି ଭକ୍ତଙ୍କ ଚାଉଳ ? ମାଲକାନଗିରି ଜଗନ୍ନାଥ ମନ୍ଦିରରେ ପଡ଼ି ରହିଛି ଚାଉଳ। ତେବେ ଏହି ଚାଉଳ କେବେ ପୁରୀ ଯିବ, ସ୍ଥାନୀୟ ଲୋକେ ସେ ପ୍ରଶ୍ନ କରୁଥିବାବେଳେ ଲୋକଙ୍କ ଭାବନା ସହ ଖେଳି ଚାଉଳ ସଂଗ୍ରହ କରି ଏମିତି ପକାଇ ରଖାଯିବାକୁ ନାପସନ୍ଦ କରିଛନ୍ତି ମାଲକାନଗିରି ବାସିନ୍ଦା । ପରିକ୍ରମା ପ୍ରକଳ୍ପ ପାଇଁ ବୁଲି ବୁଲି ସଂଗ୍ରହ ହୋଇଥିବା ଚାଉଳ ଓ ଗୁଆ ପୁରୀ ଗଲାନି, ଆମକୁ ଦୁଃଖ ଲାଗୁଛି ବୋଲି କହିଛନ୍ତି ଚାଉଳ ସଂଗ୍ରହ କରିଥିବା ଲୋକେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
