Advertisment

ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ

ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ତାଙ୍କ ବିରତ୍ୱ କୋଟି କୋଟି ଯୁବ ଭାରତୀଙ୍କୁ ପ୍ରେରଣା ଯୋଗାଏ।

Advertisment

ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ତାଙ୍କ ବିରତ୍ୱ କୋଟି କୋଟି ଯୁବ ଭାରତୀଙ୍କୁ ପ୍ରେରଣା ଯୋଗାଏ। ଅନେକ ଯୁବପିଢି ନେତାଜୀଙ୍କୁ ଆଦର୍ଶ ରୂପେ ଗ୍ରହଣ କରନ୍ତି। ଭାରତୀୟ ସେନାକୁ ଆହୁରି ପରାକ୍ରମୀ କରିବା ପାଇଁ ନେତାଜୀଙ୍କ ଉଦାହରଣ ଦିଆଯାଏ ଏବଂ ତାଙ୍କ ଜନ୍ମ ଦିବସକୁ ପରାକ୍ରମୀ ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ କଟକ ଜନ୍ମସ୍ଥାନ ଜାନକୀ ନାଥ ଭବନରେ ହୋଇଛି ବ୍ୟାପକ ଆୟୋଜନ। ସକାଳୁ ସକାଳୁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ବହୁ ବ୍ୟକ୍ତି ମାଲ୍ୟାର୍ପଣ କରିଛନ୍ତି। ଆଉ ତାଙ୍କ ବିରତ୍ୱର ଗାଥାକୁ ମନେ ପକାଇଛନ୍ତି।

Advertisment
Subhash Chandra Bose Cuttack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe