ଡିମାଣ୍ଡରେ ଟେରାକୋଟା ଦୀପ

୨୦ ଟଙ୍କାରୁ ନେଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଏହି ସବୁ ଦୀପର ଦର।

Jitendra Garnayak
  • Published: Saturday, 11 November 2023
  • Updated: 11 November 2023, 07:56 PM IST

Sports

Latest News

ଡିମାଣ୍ଡରେ ଟେରାକୋଟା ଦୀପ। ରଙ୍ଗ ବେରଙ୍ଗର ଭଳିକି ଭଳି ଡିଜାଇନର ଦୀପ। ଦେଖିବାକୁ ଖୁବ୍ ସୁନ୍ଦର। ପବିତ୍ର ଦୀପାବଳି ପାଇଁ ଏବେ ମାର୍କେଟରେ ଏହି ସବୁ ଦୀପର ରହିଛି ବେଶ ଚାହିଦା । ୨୦ ଟଙ୍କାରୁ ନେଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଏହି ସବୁ ଦୀପର ଦର। ପ୍ରତି ବର୍ଷ ଗ୍ରାହକଙ୍କ ପସନ୍ଦକୁ ନେଇ ନୂଆ ନୂଆ ଡିଜାଇନରେ ଆକର୍ଷଣୀୟ ଦୀପ ସବୁ ବିକ୍ରି ପାଇଁ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos