Advertisment

କଟକ କହୁଛି 500 ବର୍ଷର ଇତିହାସ

ପ୍ରଥମେ ବାଲୁବଜାର ବିନୋଦ ବିହାରୀ ପୂଜା ମଣ୍ଡପରେ ୧୫୦୯ ମସିହାରେ ଆରମ୍ଭ ହୋଇଥିଲା ସାର୍ବଜନୀନ ଦୁର୍ଗାପୂଜା।

author-image
Manoj Swain

ସହର ସତେ ଯେମିତି ମହ ମହ ବାସୁଛି । କାରଣ ବର୍ଷଟାଯାକ ସମସ୍ତେ ଯାହାକୁ ଅନେଇ ବସିଥାନ୍ତି, ସେଇ ମା' ଜଗତଜନନୀ ଆସୁଛନ୍ତି, ଆଉ ଦୁର୍ଗାପୂଜା ଆୟୋଜନ ପାଇଁ କଟକ ବେଶ୍ ଚଳଚଞ୍ଚଳ ହୋଇଉଠିଛି। ପ୍ରାୟ ୫ ଶହ ବର୍ଷ ପୂର୍ବେ କଟକରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। କୁହାଯାଏ ପ୍ରଥମେ ବାଲୁବଜାର ବିନୋଦ ବିହାରୀ ପୂଜା ମଣ୍ଡପରେ ୧୫୦୯ ମସିହାରେ ଆରମ୍ଭ ହୋଇଥିଲା ସାର୍ବଜନୀନ ଦୁର୍ଗାପୂଜା।

Advertisment
Odisha Cuttack