କଟକ କହୁଛି 500 ବର୍ଷର ଇତିହାସ | Odisha Reporter
Advertisment
ସହର ସତେ ଯେମିତି ମହ ମହ ବାସୁଛି । କାରଣ ବର୍ଷଟାଯାକ ସମସ୍ତେ ଯାହାକୁ ଅନେଇ ବସିଥାନ୍ତି, ସେଇ ମା' ଜଗତଜନନୀ ଆସୁଛନ୍ତି, ଆଉ ଦୁର୍ଗାପୂଜା ଆୟୋଜନ ପାଇଁ କଟକ ବେଶ୍ ଚଳଚଞ୍ଚଳ ହୋଇଉଠିଛି। ପ୍ରାୟ ୫ ଶହ ବର୍ଷ ପୂର୍ବେ କଟକରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। କୁହାଯାଏ ପ୍ରଥମେ ବାଲୁବଜାର ବିନୋଦ ବିହାରୀ ପୂଜା ମଣ୍ଡପରେ ୧୫୦୯ ମସିହାରେ ଆରମ୍ଭ ହୋଇଥିଲା ସାର୍ବଜନୀନ ଦୁର୍ଗାପୂଜା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us