Advertisment

‘ଏଠି ବସି ସୁବାଷ ଚନ୍ଦ୍ର ବୋଷ ଲଢେଇ ପାଇଁ ଯୋଜନା କରିଥିଲେ’

ହୋଟେଲରେ କାମ କରୁଥିବା କର୍ମଚାରୀ ବି ଓଡ଼ିଆ ଶିଖିଛନ୍ତି।

Advertisment

ଇତିହାସ କହୁଛି ହୋଟେଲ। ଦିନେ ନେତାଜୀ ଏଠି ବସି ଇଂରେଜଙ୍କ ବିରୋଧରେ ଲଢେଇ ପାଇଁ ଯୋଜନା ପ୍ରସ୍ତୁତ କରୁଥଲେ। ଏଇଠି ହିଁ ଜଳୁଥିଲା ଖୁଦିରାମ ବୋଷଙ୍କ ବିପ୍ଳବର ବହ୍ନି। ଆଉ ଏସବୁ ପଛରେ ରହିଛି ଓଡ଼ିଆ ଲିଙ୍କ। ଓଡ଼ିଶାର ପଣ୍ଡା ଆରମ୍ଭ କରିଥିଲେ ଓଡିଆ ଓ ବଙ୍ଗାଳୀ ଖାଦ୍ୟର ଏକ ସ୍ୱାଦିଷ୍ଠ ପସରା। ଯାହା ୩ ପିଢ଼ି ଧରି ଚାଲି ଆସିଛି। ଆଜି ବି ଏଠି ବହୁ ସଂଖ୍ୟାରେ ଦୁଇ ରାଜ୍ୟରୁ ଲୋକେ ଆସନ୍ତି। ଖାଲି ଖାଇବା ନୁହେଁ ଏଠି ପ୍ରତିଟି ଟେବୁଲ, ପ୍ରତିଟି ଖାଦ୍ୟ ଏକ ନୂଆ ଅନୁଭୂତି ଦିଏ। ସବୁଠୁ ବଡ଼ କଥା ହେଉଛି ଆଜି ବି ଏଠି ଓଡ଼ିଆରେ ନେମ୍ ପ୍ଲେଟ୍ ରହିଛି, ହୋଟେଲରେ କାମ କରୁଥିବା କର୍ମଚାରୀ ବି ଓଡ଼ିଆ ଶିଖିଛନ୍ତି।

Advertisment
Kolkata Durga Puja Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe